ଲୋକ ସୁଧୁରଲେ, ନେତା ମାନେ ବି ବଦଳି ଜିବେ

ଶନିବାର ଦିନ ବେଳବୁଡେ ବଲାଙ୍ଗୀର Law College ପରିସରନୁ Elite ତରଫନୁ ଗୁଟେ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଛେ | ଇ ଆଲୋଚନା ଚକ୍ରର ମୁଖ୍ୟ ବିଷୟ ଥିଲା " ଏକବିଂଶ ଶତାବ୍ଦୀରେ ରାଜନୀତିର ଅନ୍ୟ ନାମ କ୍ଷମତା ଦାଖଲ" | ଇ ଆଲୋଚନାଥି ବହୁତ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ. ସେମାଙ୍କର ଭିତରୁ ବିରୋଧୀ ଦଳର ନେତା ନାରଶିଙ୍ଘ ମିଶ୍ର, ବି.ଜେ.ପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ବିଧାୟକ ତଥା ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର, ସ୍ତମ୍ଭାକାର ଜୟକୃଷ୍ଣ ସହୂ ପ୍ରମୁଖ ଥିଲେ |