Editorial View

ଧାନ କମାଳେ ବିକ୍ରି ନି ଆଉ ପାଠ ପଢ଼ଲେ ଚାକରି ନି

Farmer

ଏଭର ଲୋକ ମାନକର ଚିନ୍ତାଧାରା କେତେ ବଦଳି ଗଲାନା ଦେଖତ | ଯିଏ ଖାଇବାର କେ ଦେଉଛେ ତାହାକେ ବଦଳ ଥି ମାଡ଼ ମିଲୁଛେ | ଆଜି ଭୁବନେଶ୍ୱର ରେ ଚଷି ମାନକୁ ପୋଲିସ ପିଟିଛନ | କେତେ ଦୁଃଖର ବିଷୟ ଆୟେ ଇଟା ଥରେ ଭାବି ଦେଖ ??? ମୁଇ ଗୁଟେ ଚାଷୀ ପରିବାର ରୁ କହୁଛେ , ଯଦି ତମେ ମାନେ ନିଜକେ developed ଭାବୁଛ ଥରେ ଖାଲି ଚାଷ କରିଦେଖ ତାପରେ ଜାନବ ଚାଷ କାନା ଆୟେ ଆଉ କେତେ ମେହେନତ ଲାଗସି ଜେ | ଇନୁ ବଡ଼ ବଡ଼ ଅଫିସ ଥି ବସିକରି order ଦେଇ ଦେବାର ତା ବଡ଼ କଥା ନୁହେ ସେ | ଭାବିନିଅ ଯେ କାଏଲ ସକାଳୁ ବଜାରରେ ଚାଉଳ ଆଉ ପନି ପରିବା ଆଉ ଯାହା ବି ଚାଷ ହେସି କିଛି ନାଇଁ ମିଳେ | ଗଦା ଗଦା ପଇସା ରଖିଥିଲେ ବି କାନା କରବ, ପଇସା ତ ଖାଇ ନାଇଁ ପାର | ଆଉ ଏନ୍ତା ହିଁ ହେବା |

ଚାଷ ରେ କେତେ ମୂଲ୍ୟ ଅଛେ, ଥରେ ଏନ୍ତା ହେଲେ ସଭେ ବୁଝି ପାରବ | ଆଜି ମତେ ବହୁତ ବାଧଲା ଏନ୍ତା ଗୁଟେ ଖବର ଶୂନିକରୀ ଜେ ଚାଷୀ ମାନକୁ ପିଟୁଛନ master canteen ,ଭୁବନେଶ୍ୱର ନୁ | ଆରେ ଭାଇ ସେମାନେ କାନା କହେଲେ ଜେ ପିଟଲ ଧାନ ବିକିଛନ govt କେ ପଇସା ମାଗି ଆସିଥିଲେ | କାନା ଖରାପ କଲେ ଜେ ପିଟି ଦେଲ |

ମୁଇ ଏ message କେ ସବୁ ଚାଷୀ ଭାଇ ମାଙ୍କର ପଖକେ ପହଂଚାବି ଜେ “ଚାଷ ଖାଲି ନିଜର ଲାଗି କର” | ତମେ ଚାଷୀ ଆଓ କେଭେ ବୁଖେ ନାଇଁ ମର | ସବୁ ଜିନିଷ ଚାଷ କରମା ଆଗରୁ ଯେନ୍ତା ହେଉଥିଲା | ତେଲ, ଫୁଲ, ଗହମ. ଡାଏଲ, ଚାଉଳ ଆଉ ଯାହା ଯାହା ଦରକାର ଚଳବା ଲାଗି | ଆମର ବଡ଼ଗଡ଼ର ଭାଇ ମାନେ କପଡା ବି ଚାଷ କରୁଛନ ଆଉ ଟିକେ ବଢ଼େଇ କି କରମା |

ଇଟା ଏନ୍ତା କାମ କରବା ଜେ ଆମେ ନିଜର ଭିତରେ ବଦଲା ଉଦଳା କରିକି ଚଲମା | ଯେନ୍ତା କି ମୁଇ ଚାଉଳ ଦେମି ଆଉ ଯିଏ ଡାଏଲ ଚାଷ କରିଥିବା ତାର ନୁ ଡାଏଲ ଆନମି | ଆଉ ଜଣେ ଗୁଡ଼ ଦେଇ କରି କପଡା ଆନବା | ଏନ୍ତା ସବୁ ବଦଲା କରମା | ଇସବୁ ତ କରମା ଆଉ ଗୁଟେ ବଡ଼ ଜିନିଷ ବି କରମା ବାହାରକେ ଗୁଟେ ଦାନା ଚାଉଳ ବି ନାଇଁ ବିକୁ | ପଇସା ତ ନାଇଁ ନେଉ | ଚାଷ କଲା ଜିନିଷ ଦେଲେ ଚାଷ କଲା ଜିନିଷ ନିଅ | ତାପରେ ଦେଖମା କେନ୍ତା କାରବେ ହେ ବଡ଼ ବଡ଼ officer ମାନେ ଆଉ ନେତା ମନ୍ତ୍ରୀ ମାନେ | ତମେ ମାନେ ବିଶ୍ୱାସ ନାଇଁ କରବ ଯେନ ପାତଲଘଣ୍ଟା ସମ୍ବଲପୁର ଆଉ ବଡ଼ଗଡ଼ ବାଜରେ ୧ ଟେ ୨ ଟଙ୍କା ରେ ବିକ୍ରି ହେଉଛେ ସେହିଟା ଭୁବନେଶ୍ୱର ଲେଖେ ଟାଉନ ମାନକୁ ୨୦-୨୫ ଟଙ୍କା ଥି ବିକୁଛନ | ତ ଇନୁ ଜନା ପଡୁଛେ ଜେ ଚାଷୀ ତାର ହକ ନାଇଁ ପାଇ ପରବାର |

ଆମର ଭିତରେ ସଭେ ଶବକୁ ସାହାଯ୍ୟ କରିକି ଆମେ ବହୁତ ଖୁଶ ଥି ରହି ପାରମା | ଆଜି ମୋର ଆତ୍ମା ବି କାଂଦୁଛେ, ଈମାଙ୍କର ବିବେକ କେ ସୋର କଲେ, ଏମାନଂକୁ punishment ପକ୍କା ମିଳବାର କଥା | ନିରୀହ ଲୋକମାନକୁ ଅତ୍ୟାଚାର କରିକି କେହି କେଭେ ବି ଖୁଶ ନାଇଁ ରହି ପରେ | ଆମେ ଏମାନଂକୁ ଏନ୍ତା ଦଣ୍ଡ ଦେମା| ଆଉ ମୋର ଭାଇ ମାନକୁ ମୁଇଁ ଅନୁରୋଧ କରୁଛେ ଇ message ଆଉ ଇ idea କେ ସବୁ ଚାଷୀ ଭାଇ ମାନକୁ ପହଞ୍ଚାବାର ଲାଗି ଚେଷ୍ଟା କରୁନ | ଯେତକି ହେଇ ପାରବା ଚେଷ୍ଟା କର | ଆମେ ଜଲଦି ଗୁଟେ ବଡ଼ meeting କରମା ଆମର ପଶ୍ଚିମ ଓଡିଶା ରେ ଆଉ ଇମାନକୁ ଗୁଟେ ଭଲ ଶିକ୍ଷା ଦେମା |

Click to comment

Leave a Reply

Your email address will not be published. Required fields are marked *

Most Popular

To Top